Download Now Banner

This browser does not support the video element.

ରଣପୁର: ତୃତୀୟ ଥର ପାଇଁ ଟିକେଟ ହାତେଇଲେ ବିଧାୟକ,ରାଇପଡା ଦଳୀୟ କର୍ମୀଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ

Ranapur, Nayagarh | Mar 27, 2024
ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ଟିକେଟ୍ ଘୋଷଣାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଟିକେଟ ମିଳିବା ଘୋଷଣା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି, କର୍ମୀମାନେ ରାଇପଡା ଗ୍ରାମରେ ଏକ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପରସ୍ପର ମଧ୍ୟରେ ମିଠା ଖୁଆଇ ସତ୍ୟନାରାୟଣ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ୍ ବିଜୁ ଜନତା ଦଳର ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ, ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରାଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ସରପଞ୍ଚ,ସମିତିସ
Read More News
T & CPrivacy PolicyContact Us