Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଜପତିନଗର ପୋଲିସ ଭବନରେ ବରିଷ୍ଟ ପୋଲିସ ଅଧିକାରୀଙ୍କୁ ନେଇ ପୋଲିସ ମହାନିର୍ଦେଶକ ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
Bhubaneswar M Corp, Khordha | Sep 9, 2025
ଗଜପତିନଗର ପୋଲିସ ଭବନରେ ବରିଷ୍ଟ ପୋଲିସ ଅଧିକାରୀଙ୍କୁ ନେଇ ପୋଲିସ ମହାନିର୍ଦେଶକ ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ | ଆଗକୁ ଆସୁଛି ପୂଜା | ମଣ୍ଡପ ବୁଲିବେ ମହିଳା | ସୁରକ୍ଷା ନେଇ ବଢିଲା ଚିନ୍ତା | ପୂଜା ସମୟରେ ମହିଳା ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ୍ ନେବାକୁ ସମସ୍ତ ଥାନାକୁ ପୋଲିସ ଡିଜିଙ୍କ ପରାମର୍ଶ | ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବା ପାଇଁ ସମସ୍ତ ଏସ୍ପି ଙ୍କୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ |
Share
Read More News
T & C
Privacy Policy
Contact Us
Your browser does not support JavaScript!