Download Now Banner

This browser does not support the video element.

ପୋଲସରା: ଡାକ ବଙ୍ଗଳା ଓ ବୁଗୁଡ଼ା ବଳଦେବଜୀଉ ମଣ୍ଡପ ରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Polasara, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡ଼ା ସହରରେ କଂଗ୍ରେସ ଦଳ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଇ ବ୍ଳକ କାର୍ଯ୍ୟକ୍ରମ ଆଇନଜୀବୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଗସ୍ତି ବରାଡଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଏଆଇସିସି ସମ୍ପାଦକ ତଥା ମହାରାଷ୍ଟ୍ରର ପିସିସି ଉପସଭାପତି ସଚିନ ନାଇକ ମୁଖ୍ୟଭାବେ ଯୋଗଦେଇ କଂଗ୍ରେସ ର ସ୍ଥିତି ପରଖିବା ସହିତ ଦଳୀୟ ସଂଗଠନ ଉପରେ ଆଲୋଚନା କରଥିଲେ ।
Read More News
T & CPrivacy PolicyContact Us