Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସାଂସ୍କୃତିକ ସମାଜ ଠାରେ କଲମ ପରିବାର ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sambalpur M, Sambalpur | Sep 7, 2025
ସମ୍ବଲପୁର ସାଂସ୍କୃତିକ ସମାଜ ଠାରେ ଆଜି ଦିନ ପ୍ରାୟ 12 ଟା ରେ କଲମ ପରିବାର ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଅନେକ କବି ଓ କବିୟତ୍ରୀ ମାନେ ଯୋଗ ଦେଇଥିଲେ l ନୁଆଁଖାଇ ର ପରମ୍ପରା, ସଂସ୍କୃତି ଉପରେ କବି ମାନେ ଆଲୋଚନା କରିଥିଲେ l ଆଜି ନୁଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ଆଉ ସୀମିତ ନାହିଁ l ଏହି ମହାନ ପର୍ବ ଏବେ ଭାରତ ବାହାରେ ମଧ୍ୟ ପାଳନ କରାଯାଉଛି l ନୁଆଁଖାଇ ରେ ନୁଆଁ ଖାଇବା ର ଯେଉଁ ପରମ୍ପରା ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି ବୋଲି କବି ମାନେ କହିଛନ୍ତି l
Read More News
T & CPrivacy PolicyContact Us