Download Now Banner

This browser does not support the video element.

ଅନୁଗୋଳ: ଡାବରଧୁଆ ଗ୍ରାମରେ କାନ୍ଥ ପଡ଼ି ଜଣେ ବୃଦ୍ଧାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ

Anugul, Angul | Aug 24, 2025
ନଳକୂପ କୁ ପାଣି ପାଇଁ ଯାଉଥିବା ବେଳେ ମାଡ଼ି ବସିଲା କାନ୍ଥ ଫଳରେ ଜଣେ ବୃଦ୍ଧାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତିମୃତ୍ୟୁ ହୋଇଛି। ହେଲେ ଡାବରଧୁଆଁ ମୃତ ବୃଦ୍ଧା ଜଣଙ୍କ ଡ଼ାବରଧୁଆ ଗ୍ରାମର କରୁଣା ମହାଳିକ ଙ୍କ ସ୍ତ୍ରୀ ପ୍ରମିଳା ମହାଳିକ (୬୦) ବୋଲି ଜଣା ପଡିଛି। କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ସେହି ଗ୍ରାମର ବ୍ରଜ ମୋହନ ଦେବତା ଙ୍କ ଘର କାନ୍ଥ ଭୁଶୁଡ଼ି ପଡି ଥିଲା । ସେହି ବାଟ ଦେଇ ପ୍ରମିଳା ନଳକୂପ କୁ ପାଣି ପାଇଁ ଯାଉଥିବା ବେଳେ ପ୍ରମିଳା ଙ୍କ ଉପରେ କାନ୍ଥ ମାଡି ବସିଲା । ପରିବାର ଲୋକ ଦେଖି ସଙ୍ଗେ ସଙ୍ଗେ ପ୍ରମିଳା ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ
Read More News
T & CPrivacy PolicyContact Us