This browser does not support the video element.
କଣ୍ଟାମାଳ: କଣ୍ଟାମାଳ ବ୍ଲକ ପରିସରରେ ସ୍ୱଚ୍ଛତା ହି ସେବା ଶପଥ ପାଠ ଓ ସଫେଇ କାର୍ଯ୍ୟକ୍ରମ
Kantamal, Boudh (Bauda) | Sep 20, 2025
ବ୍ଲକ ସ୍ତରୀୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଜି କଣ୍ଟାମାଲ ବ୍ଲକ ପରିସରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ସ୍ୱଚ୍ଛତା ହଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ସେପ୍ଟମ୍ବର 17ରୁ ଅକ୍ଟୋବର 2ତାରିକ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସାରା ଦେଶ ବ୍ୟାପି ଚାଲିବ ଏପଟେ ଆଜି ଦିନ 12ଘଣ୍ଟା ସମୟ ରେ ବ୍ଲକ ପରିସର ରେ ଶପଥ ପାଠ ସହ ସଫେଇ କରିଥିବା ଦେଖିବାକୁ ମିଳିଛି