This browser does not support the video element.
ଆସିକା: ପାଣ୍ଡିଆପଥର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଗୁରୁତର
Asika, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପାଣ୍ଡିପଥର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି l ଗୁରୁତର ବ୍ୟକ୍ତି ପାଣ୍ଡିଆପଥର ଗ୍ରାମର 45 ବର୍ଷୀୟ ମହେନ୍ଦ୍ର ସେଠି ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ମହେନ୍ଦ୍ର ଆଜି ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ଗୋଟିଏ ବିଷାକ୍ତ ସାପ ତାଙ୍କୁ କାମୁଡି ଥିଲା l