Download Now Banner

This browser does not support the video element.

ଟିଟିଲାଗଡ: ଗୋପାଳଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଟିଟିଲାଗଡ଼ର ୫୪ ଜଣ ଚାଷୀଙ୍କୁ ଋଣ ପ୍ରଦାନ

Titlagarh, Balangir | Sep 10, 2025
ଗୋପାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଟିଟିଲାଗଡ଼ର ୫୪ ଜଣ ଚାଷୀଙ୍କୁ ଋଣ ପ୍ରଦାନ ଟିଟିଲାଗଡ଼ - ଓଡ଼ିଶା ସରକାରରେ ପ୍ରଥମ ଥର ଶାସନ ଗାଦିରେ ବସିଥିବା ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାର ଆସିବାର ଏକ ବର୍ଷ ଭିତରେ ଗୋପାଳକ ତଥା ଚାଷି ମାନଂକ ନିମନ୍ତେ କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଶୁଭେନ୍ଦୁ ରଞ୍ଜନ ସେଠି, ଡ ମଞ୍ଜୁଲତା ବାଗଙ୍କ ଉପସ୍ଥିତିରେ ଆଜି ଗୋପାଳକ ଭଗତ ରାମ ଅଗ୍ରୱାଲଙ୍କୁ ଦୁଇଟି ଗାଈ କିଣିବା ପାଇଁ ଋଣ ସହାୟତା କାର୍ଯ୍ୟାଦେଶ ପ୍ରଦାନ
Read More News
T & CPrivacy PolicyContact Us