This browser does not support the video element.
କେନ୍ଦୁଝର ସହର: ଅଙ୍ଗନୱାଡି କେନ୍ଦ୍ରଘର ନଥିବାରୁ କେନ୍ଦୁଆପଡ଼ା ଗାଁ ପାଖରେ ଥିବା ଜଣଙ୍କର ଘର ବାରଣ୍ଡାରେ ଚାଲିଛି ପାଠ ପଢ଼ାର #jansamasya
Kendujhar Town, Kendujhar | Aug 23, 2025
ଅଙ୍ଗନୱାଡି କେନ୍ଦ୍ରଘର ନଥିବାରୁ ଗାଁ ପାଖରେ ଥିବା ଜଣଙ୍କର ଘର ବାରଣ୍ଡାରେ ଚାଲିଛି ପାଠ ପଢ଼ା ବାଉଁଶ ଗଛ ମୂଳରେ ଚାଲିଛି ରୋଷେଇ ଏପରି ଦେଖିବାକୁ ମିଳିଛି ପାଟଣା: ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆପଡ଼ା ଗ୍ରାମର ପିଲାଙ୍କ ଲାଗି ଅଙ୍ଗନବାଡି ଘର ନଥିବାରୁ ଛୋଟ ଛୋଟ ପିଲାମାନେ ଗାଁ ପାଖରେ ଥିବା ଜଣଙ୍କର ଘର ବାରଣ୍ଡାରେ ପାଠ ପଢ଼ୁଛନ୍ତି ତୁରନ୍ତ ନୂତନ ଅଙ୍ଗନବାଡି କେନ୍ଦ୍ର ଘର ଟି ଦେବାକୁ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ନିବେଦନ କରିଛନ୍ତି।