Install App
rabindranath0321
This browser does not support the video element.
ରାୟଗଡା: ବିଜେଡି ଦଳ ଛାଡିଲେ ରାୟଗଡ଼ା ର ବରିଷ୍ଠ ନେତା ଏନ୍ ଭାସ୍କର ରାଓ ଆଉ ବିଜୁ ସ୍ୱାଭିମାନ ମଞ୍ଚ ଘଟନ କଲେ ଶୁଣିବା ପ୍ରତିକ୍ରିୟା
Rayagada, Rayagada | Sep 9, 2025
ରାୟଗଡ଼ା ଜିଲ୍ଲା ବିଜେଡି ର ବଶିଷ୍ଠ ନେତା ଏନ୍ ଭାସ୍କର ରାଓ ଆଜି ତେଜସ୍ୱୀ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ର କାଉନସିଲର ପଦ ଛାଡ଼ିଲେ ବୋଲି କହିଲେ ଆଉ ନିଜ ବିଜୁ ସ୍ୱାଭିମାନ ମଞ୍ଚ ଘଟନ କରି ଲୋକଙ୍କୁ ପାଖ କୁ ଯିବେ ବୋଲି ଦେଲେ ସୂଚନା
Share
Read More News
T & C
Privacy Policy
Contact Us
Your browser does not support JavaScript!