Download Now Banner

This browser does not support the video element.

ନୟାଗଡ: ଆଦର୍ଶ ବିଦ୍ୟାଳୟ ରେ ରୋଷେଇ ହଉଥିବା ଚାଉଳ ଚୋରା ଚାଲାଣ ବେଳେ ଇଟମାଟି ଥାନା ଅଞ୍ଚଳରୁ ଛଅ ଗିରଫ ସୂଚନା

Nayagarh, Nayagarh | Sep 11, 2025
ମହଙ୍ଗା ପଡ଼ିଲା ସରକାରୀ ଚାଉଳ ଚୋରା ଚାଲାଣ। ସୂଚନା ମୁତାବକ ଆଦର୍ଶ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନରେ ରୋଷେଇ ହଉଥିବା ଚାଉଳ ଚୋରା ଚାଲାଣ ହେଉଥିଲା। ତେବେ ଏ ନେଇ ପୋଲିସ କୌଣସି ପ୍ରକାର ଖବର ପାଈ ଇଟମାଟି ଥାନା ଅଞ୍ଚଳରୁ 6 ଜଣଙ୍କୁ ଗିରଫ କରି ଆଜି ଅପରାହ୍ନ ତିନିଟା ସମୟରେ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି। ତେବେ ଏ ନେଇ 27 ପ୍ୟାକେଟ ଚାଉଳ ସହ 6 ଜନ ଗିରଫ ଏବଂ ଚୋରା ଚାଲାଣ ରେ ଲାଗିଥିବା ଗୋଟିଏ ପିକ୍ଅପ ଭ୍ୟାନ,ଗୋଟେ ବାଇକ୍ ଏବଂ ଗୋଟେ ସ୍କୁଟି କୁ ଜବତ୍ କରାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us