Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଅଟକ

Puri M, Puri | Jun 1, 2025
ସରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଅଟକ l ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ଆକ୍ରମଣ ମାମଲା ଘଟିଛି l ଏହି ଘଟଣାରେ ଜଣେ ଯୁବକକୁ କୁମ୍ଭାରପଡା ଥାନା ପୁଲିସ ଅଟକ ରଖିଛି l ଆକ୍ରମଣ ଘଟଣା ନେଇ ସିଦ୍ଧମହାବୀରର ଯଶୋବନ୍ତ ପତି 26 ଥାନାରେ ଅଭିଯୋଗ କରିଛନ୍ତି l ସେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କର ଅନ୍ୟ 7ରୁ 8ଜଣ ସାଥି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା l ହଠାତ 5ରୁ 6 ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ସମସ୍ତଙ୍କୁ ଦାଦାବଟି ଆକାରରେ ଟଙ୍କା ମାଗିଥିଲେ l
Read More News
T & CPrivacy PolicyContact Us