This browser does not support the video element.
ଧରାକୋଟ: ମୁଣ୍ଡମରାଇ ଛକ ରେ ଠେଲା ଗାଡିକୁ ଧକ୍କା ଦେଲା ବାଇକ,ଦୋକାନୀ ଗୁରୁତର
Dharakote, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ବସଷ୍ଟାଣ୍ଡ ଛକ ନିକଟରେ ଏକ ବାଇକ ଧକ୍କାରେ ଜଣେ ଦୋକାନୀ ଗୁରୁତର ହୋଇଛନ୍ତି l ଆଜି ଗୋଟିଏ ବାଇକ ରେ ଦୁଇ ଜଣ ଯୁବକ ଭଦ୍ରକ ରୁ ଦାରିଙ୍ଗବାଡି ଯିବା ସମୟରେ ଆଗ ପଟୁ ଏକ ବସ ଆସିବା ଫଳରେ ମୁଣ୍ଡମରାଇ ଛକ ବସ ଷ୍ଟାଣ୍ଡ ଉପରେ ରାସ୍ତା କଡ଼ରେ ବିଶ୍ରାମାଗାର ନିକଟରେ ଠେଲା ଗାଡ଼ିରେ ହେଉଥିବା ଜଳଖିଆ ଦୋକାନ କୁ ଧକ୍କା ଦେଇଥିଲେ l ଦୁର୍ଘଟଣା ରେ ଦୋକାନୀ ମାଲିକ ଶିବ ଶଙ୍କର ସାହୁ ଗୁରୁତର ହୋଇଛନ୍ତି l ପ୍ରତିକ୍ରିୟା ରଖିଲେ ଗୁରୁତର ଙ୍କ ପତ୍ନୀ l