This browser does not support the video element.
ନୂଆପଡା: ସ୍କୁଲ ପାଚିକାଙ୍କ ପାଉଣା ନମିଲିବାରୁ ସିନାପାଲି ଠାରେ ବିଇଓଙ୍କୁ ଦାବୀ ପତ୍ର ପ୍ରଦାନ
Nuapada, Nuapada | Aug 25, 2025
ସିନାପାଲି ବ୍ଲକ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ ତରଫରୁ ମାସିକ ପାଉଣା ନମିଲିବାରୁ ବିଇଓଙ୍କୁ ଏକ ଦାବୀ ପତ୍ର ଆଜି ୧୨ ଟାରେ ପ୍ରଦାନ କରିଛନ୍ତି। ଦାବୀ ଅନୁସାରେ ଗତ ଜୁନ ମାସରୁ ସ୍କୁଲ ଖୋଲିଥିବା ବେଳେ ସ୍କୁଲ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କୁ ଅଗଷ୍ଟ ମାସ ହେଲାଣି ଦରମା ମିଲିନାହି। ଦୁଇଦିନ ପରେ ନୂଆଖାଇ ପର୍ବ ରହିଥିବା ବେଳେ ଏଭଳି ସମୟରେ ପାରିଶ୍ରମିକ ପାଉଣା ନମିଲିବା ଦୁଃଖଦ କଥା ବୋଲି ପାଚିକା ମାନେ ଅସନ୍ତୁଷ୍ଟ ପ୍ରକାଶ କରି ତୁରନ୍ତ ପାଉଣା ପ୍ରଦାନ କରିବାକୁ ଦାବୀ କରିଛନ୍ତ