This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳାର ଉନ୍ନତି କରଣ ନେଇ ଦିଶା ବୈଠକ ଭଜିଲ୍ଲାପାଳଙ୍କ ସମେତ ସାଂସଦ ଏବଂ ସମସ୍ତ ବିଧାୟକଙ୍କ ଯୋଗଦାନ
Bhadrak Rural, Bhadrak | Sep 3, 2025
ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳାର ଉନ୍ନତି କରଣ ନେଇ ଦିଶା ବୈଠକ।ଭଦ୍ରକ ସାଂସଦ ମାନ୍ୟବର ଶ୍ରୀ Avimanyu Sethi ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟାବଲୋକନ କମିଟି’ (DISHA) ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ PMAY, PMGSY (RD), R&B, Water Resources, Drainage, R D, RWS&S, NHM, NHAI ସହିତ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହ ପରିସ୍ଥିତିର ସମୀକ୍ଷା ହୋଇଥିବା ଦେଖିବାକୁ ମିଳିଛି।