This browser does not support the video element.
ପାରଳାଖେମୁଣ୍ଡି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଅନୁଷ୍ଠିତ ।
Paralakhemundi, Gajapati | Aug 31, 2025
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଅନୁଷ୍ଠିତ । ଆଜି ସକାଳ ଆଠଟା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସରେ ତିନି ଦିନିଆ କାର୍ଯ୍ୟକ୍ରମ ଅଗଷ୍ଟ ୨୯ ତାରିଖ ଠାରୁ ୩୧ ତାରିଖ ପଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ସାଇକେଲ ରାଲି ର ଶୁଭାରମ୍ଭ କରିଥିଲେ। ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ସ୍ମରଣ କରି ଜିଲ୍ଲାର ୧୭୨ଟି ସ୍କୁଲରେ ମାଳ୍ୟାର୍ପଣ, ଫିଟ୍ ଇଣ୍ଡିଆ ଶପଥ ପାଠ ଓ ବିଭ