Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଦୁର୍ଗାପୂଜା ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏସପି ମନୋଜ ରାଉତ
Bhadrak Rural, Bhadrak | Sep 13, 2025
ଆସୁଛି ଦୁର୍ଗାପୂଜା, ଏଥିନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମୀକ୍ଷା ବୈଠକ ରେ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଏସପି ମନୋଜ ରାଉତ, କହିଛନ୍ତି ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ପାଇଁ ସିଭିଲ ଡ୍ରେସ ରେ ଉଭୟ ମହିଳା ଓ ପୁରୁଷ ପୋଲିସ ସବୁ ମେଢ଼ ପାଖରେ ରହିବ, ସବୁ ପ୍ରକାର ବ୍ୟବସ୍ଥା ଉପରେ ଲକ୍ଷ ରଖାଯିବ ବୋଲ କହିଛନ୍ତି ଏସପି, ଏହି ଖବର ଆଜି ଦିନ 4 ଟାରେ ହସ୍ତଗତ ହୋଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!