Download Now Banner

This browser does not support the video element.

କେନ୍ଦୁଝର ସହର: ମଲ୍ଲିପଶି ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଘର ର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ

Kendujhar Town, Kendujhar | Sep 10, 2025
କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଘର ର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୁତ୍ତ। ମଲ୍ଲିପଶି ଗ୍ରାମ ର ଭାଗବତ ରଣା ଙ୍କ ପରିବାର ଲୋକେ ଗତ ରାତିରେ ମଲ୍ଲିପଶି ରେ ହେଉଥିବା ଅପେରା ଦେଖିବା କୁ ଯାଇଥିବା ସମୟରେ ଦୁର୍ବୁତ୍ତ ମାନେ ଘରର ଚାବି ଭାଙ୍ଗି ଆଲମିରା ରୁ ନଗଦ ୩ ଲକ୍ଷ ଟଙ୍କା ସହଗୋଟିଏ ସୁନା ହାର ୨ ଟି ମଙ୍ଗଳସୁତ୍ର, ସୁନାଚୁଡ଼ି ୧ପଟ ୩ ଟି ପଦକ ଚୋରୀ ହୋଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛୁ
Read More News
T & CPrivacy PolicyContact Us