This browser does not support the video element.
ରାଜଗାଙ୍ଗପୁର: ଖୁଟମୁଣ୍ଡା ଠାରେ ରାଜରାସ୍ତା ପାର ହେଲେ ଗଜରାଜ ଭିଡିଓ ହେଲା ଭାଇରାଲ
Rajagangapur, Sundargarh | Aug 23, 2025
ଆଜି ଅପରାହ୍ନରେ କୁତ୍ରା ବ୍ଳକ ଅନ୍ତର୍ଗତ ଖୁଟମୁଣ୍ଡା ଠାରେ ଗଜରାଜ ରାଜରାସ୍ତା ପାର ହୋଇଛନ୍ତି। ଏହି ସମୟରେ ରାଜରାସ୍ତା ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପ୍ରକାଶ ଯୋଗ୍ୟ ଯେ ଗତ ୩/୪ ଦିନ ତଳେ ୨୩ ଟି ବଣୁଆ ହାତୀ ରହିଥିବା ଏକ ପଲ କୁସୁମଡେଗୀ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ରହୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଦଳ ଦାଣ୍ଡଜମିରା ତୁଡାଲଗା ଗ୍ରାମ ଦେଇ ବିରତୁଲା ଜଙ୍ଗଲରେ ପଶିଲେ।