This browser does not support the video element.
ଓରିଏଣ୍ଟ: ଝାରସୁଗୁଡାରେ ଆୟୋଜିତ ଶ୍ରୀମଦ ଭାଗବତ ଗୀତା କାର୍ଯ୍ୟକ୍ରମ ଯୋଗଦେଲେ ପୂର୍ବତନ ବିଧାୟିକା ଅଳକା ମହାନ୍ତି
Orient, Jharsuguda | Aug 28, 2025
ଝାରସୁଗୁଡାରେ ଆୟୋଜିତ ଶ୍ରୀମଦ ଭାଗବତ ଗୀତା କାର୍ଯ୍ୟକ୍ରମ ଯୋଗଦେଲେ ପୂର୍ବତନ ବିଧାୟିକା ଅଳକା ମହାନ୍ତି l ଆଜି ରାତି ୮ ଟାରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଝାରସୁଗୁଡା ସହର ରେ ଆୟୋଜିତ ଶ୍ରୀମଦ ଭଗବତ ଗୀତା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଏହି ଅବସରେ ଉପସ୍ଥିତ ଶତାଧିକ ଦର୍ଶକ ଙ୍କ ସହ ଗୀତ ଶୁଣିବାସହ ଶ୍ରୀମଦ ଭାଗବତ ଗୀତା ର ମହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ l