Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓ଼ଲ୍ଡ ଟାଉନ ବାସ ଭବନରେ ନୂଆଖାଇ ଶୁଭେଚ୍ଛା ଜଣାଇଲେ ପୂର୍ବତନ ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା

Bhubaneswar M Corp, Khordha | Aug 28, 2025
କୃଷି ଭିତ୍ତିକ ମହାନ୍ ଗଣପର୍ବ ନୂଆଖାଇ ଅବସରରେ ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବା ସାଙ୍ଗକୁ କୃଷିକ୍ଷେତ୍ରରେ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି।
Read More News
T & CPrivacy PolicyContact Us