Download Now Banner

This browser does not support the video element.

ଅନୁଗୋଳ: ଜାମୁଣ୍ଡା ଗ୍ରାମ ନିକଟରେ ଛେଳି ସହିତ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ଜଣେ ଆହତ

Anugul, Angul | Aug 28, 2025
ମିଳିଥିବା ଖବର ଅନୁସାରେ ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ସାରୁଆଳି ଗ୍ରାମର ହଟିଆ ନାହାକ (୪୫) ଓ ଅନ୍ୟ ଜଣେ ବ୍ୟକ୍ତି ବାଇକରେ ବନ୍ତଳା ଆଡେ ଆସୁଥିବା ବେଳେ ଜାମୁଣ୍ଡା ଗ୍ରାମ ନିକଟରେ ଛେଳି ସହିତ ଦୁର୍ଘଟଣା ହୋଇଥିଲା। ହଟିଆ ଗୁରୁତର ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ ସାମାନ୍ୟ ଆହତ ଅବସ୍ଥାରେ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହଟିଆଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା। କିନ୍ତୁ ତାଙ୍କର କେହି ପରିବାର ଲୋକ ନଥିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
Read More News
T & CPrivacy PolicyContact Us