This browser does not support the video element.
ଯାଜପୁର: ପାଣିକୋଇଲି ଛକରେ ଭାରସାମ୍ୟ ହରାଇ ଟ୍ରଲର ଗାଡି ତଳେ ପଶିଗଲା ସ୍କୁଟି ଗାଡି,ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲ ସ୍କୁଟି ଗାଡି ଚାଳକ
Jajapur, Jajpur | Aug 31, 2025
ପାଣିକୋଇଲି ଛକରେ ଭାରସାମ୍ୟ ହରାଇ ଟ୍ରଲର ଗାଡି ତଳେ ପଶିଗଲା ସ୍କୁଟି ଗାଡି,ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲ ସ୍କୁଟି ଗାଡି ଚାଳକ l ଜନୈକ ବ୍ୟକ୍ତି ସ୍କୁଟି ଗାଡି ଚଳେଇ କି ଯାଜପୁର ରୋଡ ଆଡୁ ଆସୁଥିଲେ l ହଠାତ କୌଣସି କାରଣରୁ ପାଣିକୋଇଲି ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହେଇଥିବା ଏକ ଟ୍ରଲର ଗାଡି ତଳେ ବ୍ୟକ୍ତି ଜଣଙ୍କ ସ୍କୁଟି ଗାଡିକୁ ପୁରେଇ ଦେଇଥିଲେ l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ସ୍କୁଟି ଗାଡି ଓ ଚାଳକଙ୍କୁ ଟ୍ରଲର ଗାଡି ତଳୁ ବାହାର କରିଥିଲେ l ସୌଭାଗ୍ୟ ବସତ ସ୍କୁଟି ଗାଡି ଚାଳକଙ୍କର କୌଣସି କ୍ଷତି ହେଇ ନଥିବା ସୂଚନା ମିଳିଛି l