Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପବିତ୍ର ଦୁର୍ଗା ପୂଜା ନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ

Bhubaneswar M Corp, Khordha | Sep 28, 2025
ଆଜି ମଣ୍ଡପେ ଷଷ୍ଠୀ । ନବରାତ୍ର ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ । ଆଜି ପୀଠରେ ମାଆଙ୍କ ଷଷ୍ଠୀ ପୂଜା ପାଳିତ ହେଉଛି । ନବରାତ୍ର ଅବସରରେ ନଅ ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ।
Read More News
T & CPrivacy PolicyContact Us