This browser does not support the video element.
ପାରାଦୀପ: ପାରାଦୀପ ବିଧାୟକ ଓ ବିଧାୟିକା ପାର୍ଥିନୀଙ୍କୁ କମ୍ୟୁନିଷ୍ଟ ପାର୍ଟିର ବିଧାୟିକା ପାର୍ଥିନୀ ଙ୍କ ଖୋଲା ଚ୍ୟାଲେଞ୍ଜ।
Paradip, Jagatsinghpur | Apr 24, 2024
ଆଜି ଅପରାହ୍ନ ୩ଟା ସମୟରେ ନିଜ ବାସଭବନରେ ପତିକ୍ରିୟା ରଖି କହିଛନ୍ତି ଯେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଏବେକାର ବିଜେଡି ବିଧାୟିକା ପାର୍ଥିନୀ ଗୀତାଞ୍ଜଳି ରାଉତରାୟ ପାରାଦୀପ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କ ପାଇଁ କ'ଣ କରିଛନ୍ତି।କୋଭିଡ ସମୟରେ ପାରାଦୀପ ବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଘରେ ବସିରହିଥିଲେ ବିଧାୟକ ଓ ତାଙ୍କ ପତ୍ନୀ। ତେଣୁ ଖୋଲାମଞ୍ଚକୁ ଆସି ଉତ୍ତର ରଖିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କମ୍ୟୁନିଷ୍ଟ ପାର୍ଟିର ବିଧାୟିକା ପାର୍ଥିନୀ ଚିନ୍ମୟୀ ସାହାଣୀ।