Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପର୍ଶୁରାମପୁର୍ ଗ୍ରାମ ରାସ୍ତା ଦୟନୀୟ ଥିବା ଯୋଗୁଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ।

Paralakhemundi, Gajapati | Sep 11, 2025
ପର୍ଶୁରାମପୁର୍ ଗ୍ରାମ ରାସ୍ତା ଦୟନୀୟ ଥିବା ଯୋଗୁଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପର୍ଶୁରାମପୂର୍ ଗ୍ରାମ ରାସ୍ତା ଅତି ଦୟନୀୟ ପରିସ୍ଥିତି ଥିବା ଯୋଗୁଁ ଆଜି ଚାରିଟା ବେଳେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇ ଥିବା ଦେଖିବାକୁ ମିଳିଛି। କଥଲକଇଠା ଗ୍ରାମ ଠାରୁ ପ୍ରାୟ ବାର କିଲୋମିଟର ରାସ୍ତା ଖରାପ ଥିବା ଯୋଗୁଁ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ବିଦ୍ୟାର୍ଥୀ ମାନେ ସ୍କୁଲ ଯିବା ଆସିବାରେ ସମସ୍ୟା, ଗର୍ଭବତୀ ମହିଳାଙ୍କୁ ଗାଡ଼ିରେ ନେବା ଆଣିବାରେ କଷ୍ଟ ଏପରି
Read More News
T & CPrivacy PolicyContact Us