This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଗାନ୍ଧୀ ନଗର ର ଗଣେଷ ପୂଜା ମଣ୍ଡପରେ ଭଜନ ସମାରୋହ ଅନୁଷ୍ଠିତ ଯୋଗଦେଲେ ନଗରପାଳ
Nabarangapur PS, Nabarangpur | Aug 30, 2025
ଗାନ୍ଧୀ ନଗର ର ଗଣେଷ ପୂଜା ମଣ୍ଡପରେ ଭଜନ ସମାରୋହ ଅନୁଷ୍ଠିତ ଯୋଗଦେଲେ ନଗରପାଳ ସହରସ୍ଥିତ ଗାନ୍ଧୀ ନଗର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବର ରେ ପାଳିତ ହେଉଛି ଗଣେଷ ପୂଜା, ଆଜି କମିଟି ପକ୍ଷରୁ କୁନି କୁନି କଳାକାର ଙ୍କୁ ନେଇ ଏକ ଭଜନ ସମାରୋହ ର ଆୟୋଜନ କରାଯଇଥିଲା କୁନି କଣ୍ଠ ଶିଳ୍ପୀ ଙ୍କ ଭାବ ପୂର୍ଣ୍ଣ ଗୀତ ସମସ୍ତ ଙ୍କର ମନକୁ ଛୁଇଁ ଥିଲା ନବରଙ୍ଗପୁର ନଗର ପାଳ ଶ୍ରୀ କୁନୁ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଈ ସମସ୍ତ କଳାକାର ଙ୍କୁ ଉପଢୌକନ ପ୍ରଦାନ କରି ଉତ୍ସାହିତ କରିଥିଲେ