This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନା ଅନ୍ତର୍ଗତ ଧୁଡିଆପଡା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା,2 ଗିରଫ
Sambalpur M, Sambalpur | Sep 10, 2025
ବୁର୍ଲା ଥାନା ଅନ୍ତର୍ଗତ ଧୁଡିଆପଡା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା,2 ଗିରଫ, ଗିରଫ ଯୁବକ ମାନେ ହେଲେ ବୁର୍ଲା ବିଜିଲି ନଗରର ଚୁନୁ ସାହୁ ଓ ଅଶ୍ଵନି ଭୁଏ l ମିଳିଥିବା ସୂଚନା ଅନୁଯାଇ ବରୁଣ ସାହୁ ନାମକ ଜଣେ ଯୁବକ କୁ କେହି ଦୁର୍ବୁତ୍ତ ହତ୍ଯା କରି ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଘଟଣା ର ତଦନ୍ତ କରିଥିଲା l ତଦନ୍ତ ପରେ ଏହା ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା l ବୁର୍ଲା ପୋଲିସ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରି ବୁର୍ଲା ବିଜଲୀ ନଗର ର ଦୁଇ ଜଣଙ୍କୁ ଗିରଫ କରିଥିଲା l ପୂର୍ଵ ଶ୍ରତୁତ୍ରା କୁ କେନ୍ଦ୍ର