Download Now Banner

This browser does not support the video element.

ନୟାଗଡ: ସରଣକୁଳ ଠାରେ ସରଣକୁଳ କୁ ନୂତନ୍ ଏ.ନେ.ସ ମାନ୍ୟତା ଦାବିରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋପ

Nayagarh, Nayagarh | Sep 12, 2025
ବିଜୁ ଜନତା ଦଳର ବିକ୍ଷୋପ । ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ସରଣକୁଳ ଠାରେ ସରଣକୁଳ କୁ ନୂତନ୍ ଏ.ନେ.ସ ମାନ୍ୟତା ଦାବିରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋପ ପଦରସନ୍ ସହ ଆନ୍ଦୋଳନ କରିବାର ଦେଖିବାକୁ ମିଳିଥିଲା। ତେବେ ଆଜିର କାର୍ଯ୍ୟକ୍ରମ ରେ ବହୁ ବିଜେଡ଼ି ନେତା ଉପସ୍ଥିତ ରହି ଆନ୍ଦୋଳନ ରେ ସାମିଲ ହୋଇଥିଲେ । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ।
Read More News
T & CPrivacy PolicyContact Us