Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଂଚାୟତ କାର୍ଯ୍ୟାଳୟ ରେ ଦ୍ୱିତୀୟ ଦିନରେ ମାଗଣା ସ୍ଵାସ୍ଥ ଶିବିର

Bhadrak Rural, Bhadrak | Jun 10, 2025
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଷ୍ନୁପର ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ଦିନ 10 ଘଟୀକା ସମୟରେ ଭାରତ କ୍ଲିନିକ ଓ ହେୟାର ସଲ୍ୟୁସନ ପକ୍ଷରୁ ଦୁଇ ଦିନିଆ ମାଗଣା ସ୍ଵାସ୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି |ଶିବିର ର ଦ୍ୱିତୀୟ ଦିନରେ ସ୍ୱାସ୍ଥ୍ୟ ସେବିକା ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ବିଭିନ୍ନ ରୋଗ ର ନିରୂପଣ କରିବା ପାଇଁ ରକ୍ତ ପରୀକ୍ଷା କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ବିଷ୍ଣୁପୁର ସରପଞ୍ଚ ଅମୁଲ୍ୟ ନାୟକ ଙ୍କ ସହ HAE ସଂଗଠନ ର ସମ୍ପାଦକ ଉପସ୍ଥିତ ରହି ଆସୁଥିବା ରୋଗୀ ମାନଙ୍କୁ ସହାୟତା ଯୋଗଦେଉଥିବା ଦେଖିବାକୁ ମିଳିଛି, ଆଜି ତାହାର ଶେଷ ଦିନ ଥିବା ଜଣାପଡିଛି
Read More News
T & CPrivacy PolicyContact Us