Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଭୂଦାନ ଜଙ୍ଗଲ ଅଞ୍ଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ ଶହ କୋର୍ଟ ଚାଲାଣ

Puri M, Puri | Jun 2, 2025
ଭୂଦାନ ଜଙ୍ଗଲ ଅଞ୍ଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ ଶହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ପିକେଆରଆଇଟି କଲୋନୀର ପୋଡା ମୋବିଲି ଓରଫ କାଳିଆ ଓରଫ କାଳୁ ପଟ୍ଟନାୟକ 35 l ଅଭିଯୁକ୍ତ ନିକଟରୁ ଏକ କଟୁରୀ ସହ 6ଶହ ଟଙ୍କା ଜବତ କରିଛି ପୁଲିସ l ଜଣାଯାଇଛି ଯେ ଗତକାଲି ରାତ୍ରରେ ପୋଡା ମୋବିଲି କଟୁରୀ ଧରି ଭୟଭୀତ କରାଇ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପେଟ୍ରୋଲିଂ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l
Read More News
T & CPrivacy PolicyContact Us