Install App
ppadhi2012
This browser does not support the video element.
ପାଟଣାଗଡ: ରାମଜୀ ଛକ ନିକଟରୁ ଚାରି ଲକ୍ଷ ଟଙ୍କା ଲୁଟ କରିଥିବା ଚାରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ସ୍ଥାନୀୟ ପୋଲିସ
Patnagarh, Balangir | Jun 9, 2025
ଗତ ଦୁଇ ତାରିଖ ଦିନ ପର୍ଶୁରାମ ପନସାରୀ ନାମକ ଜନକ ବ୍ୟବସାୟୀ ବ୍ୟାଙ୍କ ରୁ ଚାରି ଲକ୍ଷ ଟଙ୍କା ଉଠାଣ କରି ରାମଜୀ ଛକ ନିକଟସ୍ଥ ନିଜ ଘର କୁ ଆସିଥିଲେ।ଘର ସମ୍ମୁଖରୁ ଲୁଟେରା ମାନେ ଟଙ୍କା ଝାମ୍ପି ନେଇ ପଳାଇ ଥିଲେ।ଏ ନେଇ ପୋଲିସ ରେ ଅଭିଯୋଗ ହୋଇଥିଲା।ପୋଲିସ ତଦନ୍ତ କରି ଚାରି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!