Download Now Banner

This browser does not support the video element.

ଲାଞ୍ଜିଗଡ: ବଡଛତ୍ରଙ୍ଗ ନିକଟରେ ପୋଲ ତଳେ ଖସି ପଡି ବାଇକା ଚାଳକର ମୃତ୍ୟୁ ଘଟଣା ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର

Lanjigarh, Kalahandi | Sep 2, 2025
ଗତ ବିଳମ୍ବିତ ରାତିରେ ଜୟପାଟଣା ଅଂଚଳରୁ ଫେରୁଥିବା ବେଳେ ବଡଛତ୍ରଙ୍ଗ ନିକଟସ୍ଥ ଏକ ପୋଲ ତଳେ ପଡି ବାଇକ ଚାଳକଙ୍କ. ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ଥୁଆମୁଳ ରାମପୁର ପୁଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ଶବ ଜବତ କରିଥିଲେ। ଆଜି ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
Read More News
T & CPrivacy PolicyContact Us