Download Now Banner

This browser does not support the video element.

ଅନୁଗୋଳ: ସରଧାପୁର ଗ୍ରାମ ନିକଟରେ ହାତୀ ପଲ

Anugul, Angul | Aug 31, 2025
ଅନୁଗୋଳ ବ୍ଲକ ଅନୁଗୋଳ ସଦର ଥାନା ଅନ୍ତର୍ଗତ ସରଧାପୂର ଗ୍ରାମ ନିକଟରେ ଶନିବାର ରାତି ତିନିଟା ସମୟରେ ୧୨ଟିକିଆ ହାତୀ ପଲ ଥିବା ସୂଚନା ମିଳିଛି।ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଜଗି ରହିଥିବା ବେଳେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।
Read More News
T & CPrivacy PolicyContact Us