This browser does not support the video element.
ଛେଣ୍ଡିପଦା: ବାଗଡ଼ିଆ ଥାନା ଖଇରବେରଣି ଗ୍ରାମରେ ସାପ କାମୁଡ଼ାରେ ଯୁବକ ମୃତ
Chhendipada, Angul | Aug 9, 2025
ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଖଇରବେରଣି ଗ୍ରାମରେ ସାପ କାମୁଡ଼ାରେ ଚିକିତ୍ସାଧୀନ ଅବସ୍ଥା ରେ ଜଣେ ଯୁବକଙ୍କର ଶନିବାର ଅପରାହ୍ନ ୩ ଘଟିକା ସମୟରେ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣଙ୍କ ହେଲେ ବାଗଡ଼ିଆ ଥାନା ଖଇରବେରଣି ଗ୍ରାମର ବିଷ୍ଣୁ ନାଏକ ବୋଲି ଜଣାପଡିଛି l