Download Now Banner

This browser does not support the video element.

ପଟ୍ଟାଙ୍ଗୀ: ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆମ୍ଫାବାଲି ନିକଟରେ ଲକ୍ଷ୍ମୀବସ ଦୁର୍ଘଟଣା, ୨୦ ଆହତ

Pottangi, Koraput | Sep 10, 2025
ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆମ୍ଫାବାଲି ନିକଟରେ ଆଜି ଅପରାହ୍ନ ୪ଟା ସମୟରେ ଲକ୍ଷ୍ମୀବସ ରାସ୍ତା କଡ଼ରେ ଓଲଟି ପଡିବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଗାଡ଼ିରେ ପ୍ରାୟ ୪୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଆହତ ମାନଙ୍କୁ ନିକଟସ୍ଥ ଚିକାପାର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପଟ୍ଟାଙ୍ଗି ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣାପଡିଛି।
Read More News
T & CPrivacy PolicyContact Us