Download Now Banner

This browser does not support the video element.

ବୌଦ୍ଧ ସଦର: ତାଳପଦର ଗ୍ରାମରେ ପୋଡ଼ସୀ କୁ ଟାଙ୍ଗିଆରେ ଆକ୍ରମଣ ଘଟଣା ସୁବର୍ଣ୍ଣପୁର ଚିକିତ୍ସାଳୟ ରେପ୍ରତିକ୍ରିୟା ରଖିଲେ ବାପା

Baudh Sadar, Boudh (Bauda) | Sep 12, 2025
ପୋଡ଼ସୀ କୁ ଟାଙ୍ଗିଆରେ ଆକ୍ରମଣ ଘଟଣା ସୁବର୍ଣ୍ଣପୁର ଚିକିତ୍ସାଳୟ ରେପ୍ରତିକ୍ରିୟା ରଖିଲେ ବାପା ସୂଚନା ମତେ ଆଜି ମନମୁଣ୍ଡା ଥାନା ତାଳପଦର୍ ଗାଁରେ ଅଭାବନୀୟ ଘଟଣା ।ପୋଡଶୀ କୁ ଟାଙ୍ଗିଆ ରେ ହାଣିଲା ପୋଡଶି । ଆହତ ଗୁରୁତର ଭାବେ ସୋନପୁର ମେଡିକାଲ ରେ ଭର୍ତ୍ତି । ଗୁରୁତର ଜଣକ ହେଲେ ତାଳପଦର୍ ଗାଁ ର ରାକେସ ସେଠୀ। ଆକ୍ରମଣ କରିଥିବା ବ୍ୟକ୍ତି ସେହି ଗାଁ ର ବାବୁଲା ଜାନୀ ବୋଲି ସୂଚନା ମିଳିଛି। ପୂର୍ବ ଶତ୍ରୁତା କୁ ନେଇ ଆକ୍ରମଣ କରିଥିବା ସୂଚନା । ରାକେଶ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ପୋଡ଼ସୀ ଜଣକ ହଟାତ ଆସି ଆକ୍ରମଣ କରିଥିବା କହିଛନ୍ତି ରାକେଶ ଙ୍କ ବାପା l
Read More News
T & CPrivacy PolicyContact Us