Download Now Banner

This browser does not support the video element.

ସୁନ୍ଦରଗଡ ସହର: କନିକା ରେଲୱେ ସାଇଡିଂକୁ କୋଇଲା ପରିବହନ ପାଇଁ ହେମଗିର ଗାଡ଼ି ମାଲିକଙ୍କୁ ପ୍ରାଧାନ୍ୟ ଦେବା ଦାବୀରେ ହେମଗିର ବାଇପାସ୍ ଠାରେ ରାସ୍ତା ଅବରୋଧ

Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ଶନିବାର ପୂର୍ବ ନିଷ୍ପତ୍ତି ଓ ସୂଚନା ମୁତାବକ BTTOA ବା ବସୁନ୍ଧରା ଟ୍ରକ ଟିପ୍ପର ଓନର୍ସ ଆସୋସିଏସନ୍ ଆଜି ତାର ଆନ୍ଦୋଳନ ଆରମ୍ଭ କରିଛି। ସଂଘର ସଭାପତି ନିଜେ ଖୋଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। UCTOA ବା ୟୁନାଇଟେଡ କୋଲ ଟ୍ରକ ଓନର୍ସ ଆସୋସିଏସନ୍ ର କାର୍ଯ୍ଯ ଶୈଳୀ ଉପରକୁ ସିଧା ଆଙ୍ଗୁଠି ଦେଖାଇଛନ୍ତି। ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ବ୍ୟବସାୟ କରାଇ ଦେଉ ନାହାଁନ୍ତି। ସବୁ ଯୁକ୍ତି ଓ ସର୍ତ୍ତକୁ ଉଲଙ୍ଘନ କରି ତାଙ୍କର UCTOA ତାର ବ୍ୟବସାୟ କରୁଛି। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ଅପ ଗ୍ରଡେଡ ଗାଡ଼ି ଗୁଡ଼ିକୁ କୋଇଲା ପରିବହନର ସୁଯ
Read More News
T & CPrivacy PolicyContact Us