Download Now Banner

This browser does not support the video element.

ଅନୁଗୋଳ: ମାନଣପୁର ଗ୍ରାମରେ ଦେହରେ ପ୍ରେଟୋଲ ଢାଳି ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Anugul, Angul | Sep 5, 2025
ସୁଚନା ମୁତାବକ ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ମାଣପୁର ଗ୍ରାମରେ ଘଟିଛି ଅଘଟଣ ସ୍ଵାମୀ ଙ୍କ ସହିତ ଝଗଡ଼ା ହେଇ ଦେହରେ ପ୍ରେଟୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଚନା ମିଳିଛି। ମିଳିଥିବା ଖବର ଅନୁଯାୟୀ ମାଣପୁର ଗ୍ରାମର ବାବୁଲା ଗୋଚ୍ଛାୟତ ଙ୍କ ସ୍ତ୍ରୀ ସାବିତ୍ରୀ ଗୋଚ୍ଛାୟତ (୩୦) ଙ୍କ ମଧ୍ୟରେ ସନ୍ଧ୍ୟାରେ ଝଗଡ଼ା ହୋଇଥିଲା ଯାହା ଫଳରେ ସାବିତ୍ରୀ ରାଗିଯାଇ ଘରେ ବୋତଲରେ ରଖାଯାଇଥିବା ପ୍ରେଟୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯାହା ଫଳରେ ସାବିତ୍ରୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସାବିତ୍ରୀ ଙ
Read More News
T & CPrivacy PolicyContact Us