Download Now Banner

This browser does not support the video element.

ବ୍ରହ୍ମଗିରି: କପିଳେଶ୍ଵର ପୁର ପାଞ୍ଚାୟତରେ ସହିଦ ବୀର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ସହ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟିକା

Brahmagiri, Puri | Oct 5, 2025
ରବିବାର,୪ ଘଟିକା ସମୟରେ କପିଳେଶ୍ୱରପୁର ଗ୍ରାମ ପଞ୍ଚାୟତରେ ବୀର ଯବାନ ଶ୍ୟାମ ସୁନ୍ଦର କରଙ୍କ ଶହୀଦ ହୋଇଥିବା ଖବର ପାଇ ତାଙ୍କର ଶେଷ ଦର୍ଶନ କଲେ ବିଧାୟିକା। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ। ଓଡ଼ିଶା ମାଟିର ଗର୍ବ ଓ ଗୌରବ ଶହୀଦ ଶ୍ୟାମ ସୁନ୍ଦର କରଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଧାୟିକା ଉପାସନା ମହାପାତ୍ର।
Read More News
T & CPrivacy PolicyContact Us