Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ଜିଲ୍ଲା ସହ ବିଭିନ୍ନ ସ୍ଥାନରୁ ବାଇକ ଚୋରି ମାମଲା, ୪ ଜଣ ଲୁଟେରାଙ୍କୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୋଲିସ
Cuttack M Corp PS, Cuttack | Sep 10, 2025
କଟକ ଜିଲ୍ଲା ସହିତ ବିଭିନ୍ନ ସ୍ଥାନରୁ ବାଇକ ଲୁଟ କରିବା ମାମଲାରେ ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୋଲିସ। ଏ ନେଇ ବୁଧବାର ରାତି ୯.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ତେବେ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧୩ ଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!