Install App
prashantakumar79
This browser does not support the video element.
ପୋଡିଆ: ପଡିଆ ସମବାୟ ବ୍ୟାଙ୍କରେ ସାର ନମିଳିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା, ଡିଏସପି ଙ୍କ ହସ୍ତକ୍ଷେପ ପରେ ଥମିଲେ ଚାଷୀ
Podia, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ସମବାୟ ସମିତି ରେ ପର୍ଯ୍ୟାପ୍ତ ପରିମାଣରେ ସାର ଅଭାବରୁ ସାର ପ୍ରଦାନ କରାଯାଇ ନଥିଲା ଯାହାଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!