Install App
harishbhoi
This browser does not support the video element.
ଭଟଲି: କମଗାଁ ନିକଟରୁ ଆଜି ବିପୁଳ ପରିମାଣର ମହୁଲପୋଚ ଓ ଦେଶି ରନ୍ଧାମଦ ଜବତ କଲା ଭଟଲୀ ଅବକାରୀ ବିଭାଗ
Bhatli, Bargarh (Baragarh) | Sep 26, 2025
ଭଟଲୀ ବ୍ଲକ ଅନ୍ତର୍ଗତ କମଗାଁ ନିକଟରୁ ଆଜି 8 AM ରୁ 12 PM ଭିତରେ ଭଟଲୀ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ କରାଯାଇ 2000 ଲିଟର ମହୁଳପୋଚ ଓ 140 ଲିଟର ଦେଶି ରନ୍ଧାମଦ ଜବତ କରାଯାଇଛି । ଏହି ଚଢାଉ ରେ ଭଟଲୀ ଅବକାରୀ OIC ଉଷାବତୀ ଗୌଡ ଓ ଅନ୍ଯାନ୍ଯ ଷ୍ଟାଫ ସାମିଲ ହୋଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!