This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମ୍ବଲପୁର ଗସ୍ତ
Sambalpur M, Sambalpur | Sep 5, 2025
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ସମ୍ବଲପୁର ଗସ୍ତ ରେ ଆସୁଛନ୍ତି l ସମ୍ବଲପୁର କୁ ପହଞ୍ଚିବା ପରେ ପ୍ରଥମେ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଏହାପରେ ମୁଖ୍ୟମନ୍ତ୍ରୀ ଏକ ବିରାଟ ଶୋଭାଯାତ୍ରା ରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିବେ l ମୁଖ୍ୟମନ୍ତ୍ରୀ ସହ ପଶ୍ଚିମ ଓଡ଼ିଶାର ଅନେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଲଚଞ୍ଚଳ ହୋଇପଡିଛି ପୁରା ସମ୍ବଲପୁର l ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଏହି ଭେଟ ଘାଟ କାର୍ଯ୍ୟକ୍ରମକୁ ଆଜି ଦିନ ପ୍ରାୟ 2 ଟା ରେ ନିଜେ ସମ୍ବଲପୁର ବିଧାୟକ ତଦାରଖ