Download Now Banner

This browser does not support the video element.

କୋରାପୁଟ ସହର: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଜଗନ୍ନାଥ ମନ୍ଦିର ଛକରୁ ମ୍ୟୁନିସିପାଲିଟିର ସଫେଇ ଅଭିଯାନ ଅନୁଷ୍ଠିତ

Koraput Town, Koraput | Aug 22, 2025
କୋରାପୁଟ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ କୋରାପୁଟ ମୁନସିପାଲଟିର ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିର ଛକ ଠାରୁ ଗୌତମ ନଗର ଛକ ପର୍ଯ୍ୟନ୍ତ ଆଜି ସକାଳ ୧୦ଘଣ୍ଟା ସମୟରେ ସଫେଇ କରାଯାଇଛି। କୋରାପୁଟ ମୁନସିପାଲଟି ଉପାଧ୍ୟକ୍ଷା ସବିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରୀପାଠୀ, ସ୍ଵଚ୍ଛ ସାଥୀ, ସଫେଇ କର୍ମଚାରୀ ସହ ମୁନସିପାଲଟି ସାନିଟାଈଜେସନ ବିଭାଗର କର୍ମଚାରୀ ସଫେଇ ଅଭିଯାନରେ ସାମିଲ ହୋଇଥିଲେ।
Read More News
T & CPrivacy PolicyContact Us