Download Now Banner

This browser does not support the video element.

ଭଣ୍ଡାରିପୋଖରୀ: ଶ୍ରାବଣ ମାସର ଶେଷ ସୋମବାରରେ ସାଳନ୍ଦୀ ନଦୀରୁ ପାଣି ଉଠାଇ ଚରମ୍ପା ବାବା ଶିବଙ୍କ ଉପରେ ଜଳାଭିଷେକ କଲେ କାଉଡ଼ିଆ ଭକ୍ତ

Bhandari Pokhari, Bhadrak | Aug 11, 2025
ଆଜି ଶ୍ରାବଣ ମାସ ର ଶେଷ ସୋମବାର। ଏହି ପରୀପ୍ରେକ୍ଷୀରେ ସାଳନ୍ଦୀ ନଦୀ ରୁ ପାଣି ଉଠାଇ ଚରମ୍ପା ବରାଳ ପୋଖରୀ ହନୁମାନ ମନ୍ଦିରରେ ଥିବା ବାବା ଶିବ ଶଙ୍କର ଉପରେ ପାଣି ଢ଼ାଳିଛନ୍ତି ଅନେକ କାଉଡ଼ିଆ ଭକ୍ତ।ସେଇପରି ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ଯ ଆଜି ଆରଡ଼ି ପୀଠରେ ଦେଖିବାକୁ ମିଳିଛି।ଶେଷ ସୋମବାର ରେ ପ୍ରଭୁ ଙ୍କ ଉପରେ ଜଳାଭିଷେକ କରି କାଉଡ଼ିଆ ମାନେ ଖୁସୀ ଥିବା ବେଳେ ନିଜର ମାନସିକ ପୂରଣ କରି ପାରିଛନ୍ତି।
Read More News
T & CPrivacy PolicyContact Us