This browser does not support the video element.
ଝାରସୁଗୁଡା: ସହରାଞ୍ଚଳର ପୁରୁଣାବସ୍ତି ଠାରେ ବାହୁଡା ଯାତ୍ରା ଅନୁଷ୍ଠିତ
Jharsuguda, Jharsuguda | Jul 15, 2024
ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଏହାକୁ ନେଇ ଆଜି ଝାରସୁଗୁଡା ସହରାଞ୍ଚଳର ପୁରୁଣାବସ୍ତି ଠାରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୁଣାବସ୍ତି ଜଗନ୍ନାଥ କମିଟି ପକ୍ଷରୁ ଏହି ବାହୁଡା ଯାତ୍ରାର ଭବ୍ୟ ଆୟୋଜନ କରାଯାଇଥିଲା। ଏହି ବାହୁଡା ଯାତ୍ରା ଦେଖିବା ପାଇଁ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।