Download Now Banner

This browser does not support the video element.

ପରଜଙ୍ଗ: କାମାକ୍ଷାନଗର ଅବକାରୀ ବିଭାଗର ଚଢ଼ାଉରେ ଦୁଇ ମାଫିଆ ଗିରଫ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

Parajang, Dhenkanal | Aug 25, 2025
କାମାକ୍ଷାନଗର ଅବକାରୀ ବିଭାଗର ଚଢ଼ାଉରେ ଦୁଇ ଗଞ୍ଜେଇ ମାଫିଆ ଗିରଫ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ। କାମାକ୍ଷାନଗର ଅବକାରୀ ଟିମ ପକ୍ଷରୁ ଭୁବନ ଏନଏସି ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହିତ ୨ଜଣ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି।ଏଥିସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ମାନେ ହେଲେ ଭୁବନ ଏନଏସି ୧୫ ନଂ ୱାର୍ଡର ହିମାଂଶୁ ବେହେରା ଏବଂ ୧୪ ନଂ ୱାର୍ଡର ବାଞ୍ଛାନିଧି ପୃଷ୍ଟି। ଉଭୟେଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ହିମାଂଶୁଙ୍କ ଠାରୁ ଚଢ଼ାଉ ବେଳେ ୭କିଲୋ ୫ଶହ ଗ୍ରାମ ଏବଂ ବାଞ୍ଛାନିଧିଙ୍କ ଠାରୁ
Read More News
T & CPrivacy PolicyContact Us