This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସଦର ଥାନା ଅଂଚଳ ର ଜଣେ ବରିଷ୍ଠ ନାଗରିକ ହେଲେ ସାଇବର ଠକେଇ ର ଶିକାର
Sambalpur M, Sambalpur | Aug 21, 2025
ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜି. ବୋଷ ନାମକ ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ଏକ୍ସିସ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ମିଶି ଯାଉଥିବାରୁ ଉକ୍ତ ବ୍ୟାଙ୍କ ଗୁଡିକରେ ଥିବା ତାଂକର ୨ଟି ଆକାଉଣ୍ଟ ଗୁଡିକୁ ମଧ୍ୟ ମିଳାଇବାର ନାମରେ ଜଣେ ବ୍ୟକ୍ତି ଫୋନ କରିଥିଲେ l ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ବ୍ୟାଙ୍କର ଏଜେଣ୍ଟ ରୂପେ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ବିଶ୍ୱାସ ଜିଣିବା ପରେ ତାଂକର ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ କାର୍ଡ ନମ୍ବର, ସି ଭି ଭି ନମ୍ବର ସମେତ ବ୍ୟାଙ୍କ ସମ୍ପର୍କିତ ଗୁପ୍ତ ତଥ୍ୟ ନେବା ପରେ ଏସଏମଏସ ଜରିଆରେ ଆସିଥିବା ଓଟିପି ମଧ୍ୟ ନେଇ ଯାଇଥିଲେ l ଏହା ପରେ