Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ଗ୍ରାମାଞ୍ଚଳ ଏସପି ଭାବେ ଆଇପିଏସ ଭିନିତ୍ ଅଗ୍ରୱାଲ ରବିବାର ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Cuttack M Corp PS, Cuttack | Aug 24, 2025
କଟକ ଗ୍ରାମାଞ୍ଚଳ ଏସପି ଭାବେ ଆଇପିଏସ ଭିନିତ୍ ଅଗ୍ରୱାଲ ରବିବାର ରାତି ୮ଟାରେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟ ନେଇଛନ୍ତି ପୂର୍ବତନ ଏସ ପି ପ୍ରତୀକ ଗୀତା ସିଂ। ନୂଆ ଏସପି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି କଟକ ଜିଲ୍ଲା ପୋଲିସ ସଂଘର କର୍ମକର୍ତ୍ତା।
Read More News
T & CPrivacy PolicyContact Us